or_tn/act/20/04.md

1.3 KiB
Raw Permalink Blame History

General Information:

ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ (ପ୍ରେରିତ :୧) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: rc://*/ta/man/translate/figs-exclusive)

Accompanying him

ତାହାଙ୍କ ସାଙ୍ଗରେ ଯାତ୍ରା କଲେ

Sopater ... Pyrrhus ... Secundus ... Tychicus ... Trophimus

ଏସବୁ ଲୋକମାନଙ୍କର ନାମ I (ଦେଖ: rc://*/ta/man/translate/translate-names)

Berea ... Derbe

ଏସବୁ ସ୍ଥାନଗୁଡିକର ନାମ I (ଦେଖ: rc://*/ta/man/translate/translate-names)

Aristarchus ... Gaius

ଏସବୁ ଲୋକମାନଙ୍କର ନାମ I ପ୍ରେରିତ ୧୯:୨୯ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I