or_tn/act/20/04.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ ([ପ୍ରେରିତ :୧](../20/01.md)) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: [[rc://*/ta/man/translate/figs-exclusive]])
# Accompanying him
ତାହାଙ୍କ ସାଙ୍ଗରେ ଯାତ୍ରା କଲେ
# Sopater ... Pyrrhus ... Secundus ... Tychicus ... Trophimus
ଏସବୁ ଲୋକମାନଙ୍କର ନାମ I (ଦେଖ: [[rc://*/ta/man/translate/translate-names]])
# Berea ... Derbe
ଏସବୁ ସ୍ଥାନଗୁଡିକର ନାମ I (ଦେଖ: [[rc://*/ta/man/translate/translate-names]])
# Aristarchus ... Gaius
ଏସବୁ ଲୋକମାନଙ୍କର ନାମ I [ପ୍ରେରିତ ୧୯:୨୯](../19/29.md)ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I