or_tn/act/20/07.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]] ଓ [Acts 20:4-6](./04.md))
# Connecting Statement:
ଲୂକ ତ୍ରୋୟାରେ ପାଉଲଙ୍କ ପ୍ରଚାର ବିଷୟରେ ଓ ଇଉତୁଖଙ୍କୁ କ’ଣ ଘଟିଲା ସେ ବିଷୟରେ କହୁଛନ୍ତି I
# to break bread
ରୋଟୀ ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଏହା ସରଳ ଭାବରେ ଏକତ୍ର ମିଶି ଭୋଜନ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଖାଦ୍ୟ ଭୋଜନ କଲେ” କିମ୍ବା ) ଏହା ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବା ନିମନ୍ତେ ସେମାନେ ଏକତ୍ର ମିଶି କରୁଥିବା ଭୋଜନକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଭୋଜ ଭୋଜନ କରିବା” (ଦେଖ: [[rc://*/ta/man/translate/figs-synecdoche]])
# he kept speaking
ସେ କହିବାକୁ ଲାଗିଲେ