or_tn/act/19/31.md

4 lines
630 B
Markdown

# enter the theater
ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I [ପ୍ରେରିତ ୧୯:୨୯](../19/29.md)ରେ ତୁମେ “ରଙ୍ଗଭୂମି”କୁ କିପରି ଅନୁବାଦ କଲ ତାହା ଦେଖ I