or_tn/act/19/31.md

630 B

enter the theater

ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I ପ୍ରେରିତ ୧୯:୨୯ରେ ତୁମେ “ରଙ୍ଗଭୂମି”କୁ କିପରି ଅନୁବାଦ କଲ ତାହା ଦେଖ I