# enter the theater ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I [ପ୍ରେରିତ ୧୯:୨୯](../19/29.md)ରେ ତୁମେ “ରଙ୍ଗଭୂମି”କୁ କିପରି ଅନୁବାଦ କଲ ତାହା ଦେଖ I