or_tn/act/19/23.md

1.7 KiB

General Information:

ଦୀମୀତ୍ରିୟଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି I ୨୪ ପଦ ଦୀମୀତ୍ରିୟଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛି I ଆର୍ତ୍ତେମୀ ଦେବୀର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ବୃହତ୍ ମନ୍ଦିର ଏଫିସରେ ଥିଲା, ଅନେକ ସମୟରେ ଆର୍ତ୍ତେମୀ ଦେବୀକୁ “ଡାଏନା” ବୋଲି ଅନୁବାଦ କରାଯାଏ I ସେ ଉର୍ବରତାର ଏକ ମିଥ୍ୟା ଦେବୀ ଥିଲା I (ଦେଖ: [[rc:///ta/man/translate/writing-background]] ଓ [[rc:///ta/man/translate/translate-names]])

Connecting Statement:

ଲୂକ ଏକ ଗଣ୍ଡଗୋଳ ବିଷୟରେ କହନ୍ତି ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I

there was no small disturbance in Ephesus concerning the Way

ଏହା ଏକ ସାରାଂଶ ଆରମ୍ଭକାରୀ ଉକ୍ତି I

there was no small disturbance

ଲୋକମାନେ ଅତି ବିଚଳିତ ହେଲେ I ପ୍ରେରିତ ୧୨:୧୮ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

the Way

ଖ୍ରୀଷ୍ଟିୟାନ୍ ଧର୍ମକୁ ବୁଝାଇବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରାଯାଇଛି I ପ୍ରେରିତ ୯:୧ରେ ତୁମେ ଏହି ଉପାଧିକୁ କିପରି ଅନୁବାଦ କଲ ତାହା ଦେଖ I