or_tn/act/12/18.md

1.8 KiB

General Information:

ଏଠାରେ “ତାହାଙ୍କୁ” ଶବ୍ଦଟି ପିତରଙ୍କୁ ବୁଝାଏ I “ସେ” ଶବ୍ଦଟି ହେରୋଦଙ୍କୁ ବୁଝାଏ I

Now

ଘଟଣାଧାରାରେ ଏକ ବିରତିକୁ ଦେଖାଇବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I ସମୟ ଚାଲିଯାଇଛି; ଏହା ବର୍ତ୍ତମାନ ପରବର୍ତ୍ତୀ ଦିନ I

when it became day

ସକାଳ ହେବା ପରେ

there was no small disturbance among the soldiers over what had happened to Peter

ପ୍ରକୃତରେ କ’ଣ ଘଟିଥିଲା ତାକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଏହାକୁ ସକରାତ୍ମକ ଭାବରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା” (ଦେଖ: rc://*/ta/man/translate/figs-litotes)

there was no small disturbance among the soldiers over what had happened to Peter

ଗୁଣବାଚକ ବିଶେଷ୍ୟ “ଚହଳ”,କୁ “ବିଶୃଂଖଳିତ” କିମ୍ବା “ବିଚଳିତ” ଶବ୍ଦରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନେ ବଡ଼ ବିଚଳିତ ହୋଇଥିଲେ” (ଦେଖ: rc://*/ta/man/translate/figs-abstractnouns)