or_tn/act/12/18.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ତାହାଙ୍କୁ” ଶବ୍ଦଟି ପିତରଙ୍କୁ ବୁଝାଏ I “ସେ” ଶବ୍ଦଟି ହେରୋଦଙ୍କୁ ବୁଝାଏ I
# Now
ଘଟଣାଧାରାରେ ଏକ ବିରତିକୁ ଦେଖାଇବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I ସମୟ ଚାଲିଯାଇଛି; ଏହା ବର୍ତ୍ତମାନ ପରବର୍ତ୍ତୀ ଦିନ I
# when it became day
ସକାଳ ହେବା ପରେ
# there was no small disturbance among the soldiers over what had happened to Peter
ପ୍ରକୃତରେ କ’ଣ ଘଟିଥିଲା ତାକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଏହାକୁ ସକରାତ୍ମକ ଭାବରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା” (ଦେଖ: [[rc://*/ta/man/translate/figs-litotes]])
# there was no small disturbance among the soldiers over what had happened to Peter
ଗୁଣବାଚକ ବିଶେଷ୍ୟ “ଚହଳ”,କୁ “ବିଶୃଂଖଳିତ” କିମ୍ବା “ବିଚଳିତ” ଶବ୍ଦରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତରଙ୍କ ପ୍ରତି ଯାହା ଘଟିଥିଲା ସେଥିସକାଶୁ ସୈନ୍ୟମାନେ ବଡ଼ ବିଚଳିତ ହୋଇଥିଲେ” (ଦେଖ: [[rc://*/ta/man/translate/figs-abstractnouns]])