or_tn/act/19/21.md

1.7 KiB
Raw Permalink Blame History

Connecting Statement:

ପାଉଲ ଯିରୂଶାଲମକୁ ଯିବା ବିଷୟରେ କହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଫିସ ଛାଡ଼ିନାହାନ୍ତି I

Now

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

Paul completed his ministry in Ephesus

ଏଫିସରେ କରିବାପାଇଁ ଈଶ୍ବର ଦେଇଥିବା କାର୍ଯ୍ୟକୁ ପାଉଲ ସମ୍ପୂର୍ଣ୍ଣ କଲେ

he decided in the Spirit

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପାଉଲ ସ୍ଥିର କଲେ କିମ୍ବା ) ପାଉଲ ଆପଣା ଅନ୍ତରାତ୍ମାରେ ସ୍ଥିର କଲେ, ଯାହାର ଅର୍ଥ ହେଉଛି ସେ ଆପଣା ମନରେ ସ୍ଥିର କଲେ I

Achaia

ରୋମୀୟ ପ୍ରଦେଶ ଆଖାୟାରେ କରିନ୍ଥ ଅବସ୍ଥିତ I ଏହା ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I ପ୍ରେରିତ ୧୮:୧୨ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

I must also see Rome

ମୋତେ ରୋମ୍ କୁ ମଧ୍ୟ ଯାତ୍ରା କରିବାକୁ ହେବ