or_tn/act/19/21.md

24 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଯିରୂଶାଲମକୁ ଯିବା ବିଷୟରେ କହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଫିସ ଛାଡ଼ିନାହାନ୍ତି I
# Now
ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I
# Paul completed his ministry in Ephesus
ଏଫିସରେ କରିବାପାଇଁ ଈଶ୍ବର ଦେଇଥିବା କାର୍ଯ୍ୟକୁ ପାଉଲ ସମ୍ପୂର୍ଣ୍ଣ କଲେ
# he decided in the Spirit
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପାଉଲ ସ୍ଥିର କଲେ କିମ୍ବା ) ପାଉଲ ଆପଣା ଅନ୍ତରାତ୍ମାରେ ସ୍ଥିର କଲେ, ଯାହାର ଅର୍ଥ ହେଉଛି ସେ ଆପଣା ମନରେ ସ୍ଥିର କଲେ I
# Achaia
ରୋମୀୟ ପ୍ରଦେଶ ଆଖାୟାରେ କରିନ୍ଥ ଅବସ୍ଥିତ I ଏହା ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I [ପ୍ରେରିତ ୧୮:୧୨](../18/12.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
# I must also see Rome
ମୋତେ ରୋମ୍ କୁ ମଧ୍ୟ ଯାତ୍ରା କରିବାକୁ ହେବ