# Connecting Statement: ପାଉଲ ଯିରୂଶାଲମକୁ ଯିବା ବିଷୟରେ କହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଫିସ ଛାଡ଼ିନାହାନ୍ତି I # Now ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I # Paul completed his ministry in Ephesus ଏଫିସରେ କରିବାପାଇଁ ଈଶ୍ବର ଦେଇଥିବା କାର୍ଯ୍ୟକୁ ପାଉଲ ସମ୍ପୂର୍ଣ୍ଣ କଲେ # he decided in the Spirit ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପାଉଲ ସ୍ଥିର କଲେ କିମ୍ବା ୨) ପାଉଲ ଆପଣା ଅନ୍ତରାତ୍ମାରେ ସ୍ଥିର କଲେ, ଯାହାର ଅର୍ଥ ହେଉଛି ସେ ଆପଣା ମନରେ ସ୍ଥିର କଲେ I # Achaia ରୋମୀୟ ପ୍ରଦେଶ ଆଖାୟାରେ କରିନ୍ଥ ଅବସ୍ଥିତ I ଏହା ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I [ପ୍ରେରିତ ୧୮:୧୨](../18/12.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # I must also see Rome ମୋତେ ରୋମ୍ କୁ ମଧ୍ୟ ଯାତ୍ରା କରିବାକୁ ହେବ