or_tn/act/19/09.md

2.3 KiB
Raw Permalink Blame History

some Jews were hardened and disobedient

କଠିନମନା ହୋଇ ବିଶ୍ବାସ କରିବାକୁ ମନାକରିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ଲୋକମାନେ କଠିନ ହୋଇ ଚଳପ୍ରଚଳ କରିବାକୁ ଅକ୍ଷମ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ କଠିନ ହୋଇ ବିଶ୍ବାସ କଲେ ନାହିଁ” କିମ୍ବା “କେତେକ ଯିହୂଦୀ କଠିନ ହୋଇ ସମ୍ବାଦ ଗ୍ରହଣ କରିବାକୁ ଓ ପାଳନ କରିବାକୁ ମନା କଲେ” (ଦେଖ: rc://*/ta/man/translate/figs-metaphor)

to speak evil of the Way before the crowd

ଲୋକମାନେ କ’ଣ ବିଶ୍ବାସ କରନ୍ତୁ ବୋଲି ଖ୍ରୀଷ୍ଟ ଚାହୁଁଥିଲେ, ସେ ବିଷୟକୁ ଏପରି କୁହାଯାଏ ସତେ ଯେପରି ଏହା ଏକ ରାସ୍ତା ଯହିଁରେ ଜଣେ ଲୋକ ଯାତ୍ରା କରେ I “ମାର୍ଗ” ଶବ୍ଦଟି ସେହି ସମୟରେ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଥିଲା I ବିକଳ୍ପ ଅନୁବାଦ: “ଲୋକସମୂହ ସାକ୍ଷାତରେ ଖ୍ରୀଷ୍ଟିୟ ମାର୍ଗ ବିଷୟରେ ନିନ୍ଦା କରିବା” କିମ୍ବା “ଯେଉଁମାନେ ଖ୍ରୀଷ୍ଟଙ୍କର ଅନୁଗମନ କରି ଈଶ୍ବରଙ୍କ ବିଷୟରେ ତାହାଙ୍କ ଶିକ୍ଷା ପାଳନ କରନ୍ତି, ସେମାନଙ୍କ ବିଷୟରେ ଲୋକମାନଙ୍କୁ ମନ୍ଦ କଥା କହିବା” (ଦେଖ: rc://*/ta/man/translate/figs-metaphorପ୍ରେରିତ ୯:)

to speak evil of

ସମ୍ବନ୍ଧରେ ମନ୍ଦ ବିଷୟ କହିବାକୁ

in the lecture hall of Tyrannus

ବଡ କୋଠରୀରେ ଯେଉଁଠାରେ ତୁରାନ୍ନ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ

Tyrannus

ଏହା ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)