or_tn/act/19/09.md

20 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# some Jews were hardened and disobedient
କଠିନମନା ହୋଇ ବିଶ୍ବାସ କରିବାକୁ ମନାକରିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ଲୋକମାନେ କଠିନ ହୋଇ ଚଳପ୍ରଚଳ କରିବାକୁ ଅକ୍ଷମ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ କଠିନ ହୋଇ ବିଶ୍ବାସ କଲେ ନାହିଁ” କିମ୍ବା “କେତେକ ଯିହୂଦୀ କଠିନ ହୋଇ ସମ୍ବାଦ ଗ୍ରହଣ କରିବାକୁ ଓ ପାଳନ କରିବାକୁ ମନା କଲେ” (ଦେଖ: [[rc://*/ta/man/translate/figs-metaphor]])
# to speak evil of the Way before the crowd
ଲୋକମାନେ କ’ଣ ବିଶ୍ବାସ କରନ୍ତୁ ବୋଲି ଖ୍ରୀଷ୍ଟ ଚାହୁଁଥିଲେ, ସେ ବିଷୟକୁ ଏପରି କୁହାଯାଏ ସତେ ଯେପରି ଏହା ଏକ ରାସ୍ତା ଯହିଁରେ ଜଣେ ଲୋକ ଯାତ୍ରା କରେ I “ମାର୍ଗ” ଶବ୍ଦଟି ସେହି ସମୟରେ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଥିଲା I ବିକଳ୍ପ ଅନୁବାଦ: “ଲୋକସମୂହ ସାକ୍ଷାତରେ ଖ୍ରୀଷ୍ଟିୟ ମାର୍ଗ ବିଷୟରେ ନିନ୍ଦା କରିବା” କିମ୍ବା “ଯେଉଁମାନେ ଖ୍ରୀଷ୍ଟଙ୍କର ଅନୁଗମନ କରି ଈଶ୍ବରଙ୍କ ବିଷୟରେ ତାହାଙ୍କ ଶିକ୍ଷା ପାଳନ କରନ୍ତି, ସେମାନଙ୍କ ବିଷୟରେ ଲୋକମାନଙ୍କୁ ମନ୍ଦ କଥା କହିବା” (ଦେଖ: [[rc://*/ta/man/translate/figs-metaphor]] ଓ [ପ୍ରେରିତ ୯:](../09/02.md))
# to speak evil of
ସମ୍ବନ୍ଧରେ ମନ୍ଦ ବିଷୟ କହିବାକୁ
# in the lecture hall of Tyrannus
ବଡ କୋଠରୀରେ ଯେଉଁଠାରେ ତୁରାନ୍ନ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ
# Tyrannus
ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])