or_tn/act/19/08.md

12 lines
975 B
Markdown

# Paul went into the synagogue and spoke boldly for three months
ପାଉଲ ତିନି ମାସ ଧରି ନିୟମିତ ସମାଜଗୃହ ସଭାରେ ଯୋଗ ଦେଲେ ଓ ସେଠାରେ ସାହସର ସହିତ କଥା କହିଲେ
# reasoning and persuading them
ପ୍ରମାଣଯୁକ୍ତ ତର୍କ ଓ ସ୍ପଷ୍ଟ ଶିକ୍ଷା ଦ୍ବାରା ଲୋକମାନଙ୍କୁ ବୁଝାଇ
# about the kingdom of God
ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: ‘ରାଜା ଭାବରେ ଈଶ୍ବରଙ୍କ ଶାସନ ବିଷୟରେ” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ ସେ ବିଷୟରେ” (ଦେଖ: [[rc://*/ta/man/translate/figs-metonymy]])