or_tn/act/19/08.md

975 B

Paul went into the synagogue and spoke boldly for three months

ପାଉଲ ତିନି ମାସ ଧରି ନିୟମିତ ସମାଜଗୃହ ସଭାରେ ଯୋଗ ଦେଲେ ଓ ସେଠାରେ ସାହସର ସହିତ କଥା କହିଲେ

reasoning and persuading them

ପ୍ରମାଣଯୁକ୍ତ ତର୍କ ଓ ସ୍ପଷ୍ଟ ଶିକ୍ଷା ଦ୍ବାରା ଲୋକମାନଙ୍କୁ ବୁଝାଇ

about the kingdom of God

ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: ‘ରାଜା ଭାବରେ ଈଶ୍ବରଙ୍କ ଶାସନ ବିଷୟରେ” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ ସେ ବିଷୟରେ” (ଦେଖ: rc://*/ta/man/translate/figs-metonymy)