# Paul went into the synagogue and spoke boldly for three months ପାଉଲ ତିନି ମାସ ଧରି ନିୟମିତ ସମାଜଗୃହ ସଭାରେ ଯୋଗ ଦେଲେ ଓ ସେଠାରେ ସାହସର ସହିତ କଥା କହିଲେ # reasoning and persuading them ପ୍ରମାଣଯୁକ୍ତ ତର୍କ ଓ ସ୍ପଷ୍ଟ ଶିକ୍ଷା ଦ୍ବାରା ଲୋକମାନଙ୍କୁ ବୁଝାଇ # about the kingdom of God ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: ‘ରାଜା ଭାବରେ ଈଶ୍ବରଙ୍କ ଶାସନ ବିଷୟରେ” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବେ ସେ ବିଷୟରେ” (ଦେଖ: [[rc://*/ta/man/translate/figs-metonymy]])