or_tn/act/19/06.md

774 B
Raw Permalink Blame History

laid his hands on them

ସେମାନଙ୍କ ଉପରେ ଆପଣା ହସ୍ତ ଦେଲେ I ସେ ସମ୍ଭବତଃ ଆପଣାର ହସ୍ତ ସେମାନଙ୍କ କାନ୍ଧ ଅବା ମସ୍ତକ ଉପରେ ଥୋଇଲେ I ବିକଳ୍ପ ଅନୁବାଦ: “ସେ ପ୍ରାର୍ଥନା କରୁ କରୁ ସେମାନଙ୍କ ମସ୍ତକ ଉପରେ ଆପଣା ହସ୍ତ ଥୋଇଲେ”

they spoke in other languages and prophesied

ପ୍ରେରିତ :୩-୪ରେ ଯେପରି ହୋଇଥିଲା ସେପରି ନୁହେଁ, କିଏ ସେମାନଙ୍କର ସମ୍ବାଦ ବୁଝିଲେ ତା’ର କୌଣସି ବିବରଣୀ ନାହିଁ I