or_tn/act/02/03.md

1.2 KiB
Raw Permalink Blame History

There appeared to them tongues like fire

ଏଗୁଡିକ ବାସ୍ତବ ଜିହ୍ବା କିମ୍ବା ଅଗ୍ନି ହୋଇଥାଇ ନ ପାରେ, କିନ୍ତୁ ସେଭଳି ଦେଖାଯାଉ ଥାଇପାରେ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଜିହ୍ବା ଗୁଡ଼ିକ ଯାହା ଅଗ୍ନିରେ ନିର୍ମିତ ହୋଇଥିବା ସଦୃଶ ଦେଖାଯାଉଥିଲା କିମ୍ବା ) ଛୋଟ ଛୋଟ ଅଗ୍ନି ଶିଖା ଯାହା ଜିହ୍ବା ସଦୃଶ ଦେଖାଯାଉଥିଲା I ଯେତେବେଳେ ଅଗ୍ନି ଛୋଟ ଜାଗାରେ ଜଳିଥାଏ, ଯେଭଳି ଦୀପ ଉପରେ, ଶିଖାଟି ଜିହ୍ବା ଭଳି ଆକାରରେ ଦେଖାଯାଏ I (ଦେଖ: rc://*/ta/man/translate/figs-simile)

that were distributed, and they sat upon each one of them

ଏହାର ଅର୍ଥ ଏହି ଯେ “ଅଗ୍ନି ସଦୃଶ ଜିହ୍ବା” ଗୁଡ଼ିକ ବ୍ୟାପୀଗଲେ ପୁଣି ପ୍ରତିଜଣଙ୍କ ଉପରେ ଗୋଟି ଗୋଟି ହୋଇ ଅବସ୍ଥାନ କଲେ I