or_tn/act/02/03.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# There appeared to them tongues like fire
ଏଗୁଡିକ ବାସ୍ତବ ଜିହ୍ବା କିମ୍ବା ଅଗ୍ନି ହୋଇଥାଇ ନ ପାରେ, କିନ୍ତୁ ସେଭଳି ଦେଖାଯାଉ ଥାଇପାରେ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଜିହ୍ବା ଗୁଡ଼ିକ ଯାହା ଅଗ୍ନିରେ ନିର୍ମିତ ହୋଇଥିବା ସଦୃଶ ଦେଖାଯାଉଥିଲା କିମ୍ବା ) ଛୋଟ ଛୋଟ ଅଗ୍ନି ଶିଖା ଯାହା ଜିହ୍ବା ସଦୃଶ ଦେଖାଯାଉଥିଲା I ଯେତେବେଳେ ଅଗ୍ନି ଛୋଟ ଜାଗାରେ ଜଳିଥାଏ, ଯେଭଳି ଦୀପ ଉପରେ, ଶିଖାଟି ଜିହ୍ବା ଭଳି ଆକାରରେ ଦେଖାଯାଏ I (ଦେଖ: [[rc://*/ta/man/translate/figs-simile]])
# that were distributed, and they sat upon each one of them
ଏହାର ଅର୍ଥ ଏହି ଯେ “ଅଗ୍ନି ସଦୃଶ ଜିହ୍ବା” ଗୁଡ଼ିକ ବ୍ୟାପୀଗଲେ ପୁଣି ପ୍ରତିଜଣଙ୍କ ଉପରେ ଗୋଟି ଗୋଟି ହୋଇ ଅବସ୍ଥାନ କଲେ I