# laid his hands on them ସେମାନଙ୍କ ଉପରେ ଆପଣା ହସ୍ତ ଦେଲେ I ସେ ସମ୍ଭବତଃ ଆପଣାର ହସ୍ତ ସେମାନଙ୍କ କାନ୍ଧ ଅବା ମସ୍ତକ ଉପରେ ଥୋଇଲେ I ବିକଳ୍ପ ଅନୁବାଦ: “ସେ ପ୍ରାର୍ଥନା କରୁ କରୁ ସେମାନଙ୍କ ମସ୍ତକ ଉପରେ ଆପଣା ହସ୍ତ ଥୋଇଲେ” # they spoke in other languages and prophesied [ପ୍ରେରିତ ୨:୩-୪](../02/03.md)ରେ ଯେପରି ହୋଇଥିଲା ସେପରି ନୁହେଁ, କିଏ ସେମାନଙ୍କର ସମ୍ବାଦ ବୁଝିଲେ ତା’ର କୌଣସି ବିବରଣୀ ନାହିଁ I