or_tn/act/19/04.md

923 B

the baptism of repentance

ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ”କୁ ତୁମେ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମନ ପରିବର୍ତ୍ତନ କରି ଯେଉଁ ବାପ୍ତିସ୍ମ ନେବାକୁ ଅନୁରୋଧ କରିଥିଲେ” (ଦେଖ: rc://*/ta/man/translate/figs-abstractnouns)

the one who would come

ଏଠାରେ “ଯେ ଆସିବେ” ଯୀଶୁଙ୍କୁ ବୁଝାଏ I

come after him

ଏହାର ଅର୍ଥ ସମୟ ଅନୁକ୍ରମେ ବାପ୍ତିଜକ ଯୋହନଙ୍କ ପରେ ଆସିବା ଓ ଶାରୀରିକ ଭାବରେ ତାହାଙ୍କ ପଛରେ ଆସିବା ନୁହଁ I