or_tn/act/19/04.md

12 lines
923 B
Markdown
Raw Permalink Normal View History

2020-11-19 00:15:53 +00:00
# the baptism of repentance
ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ”କୁ ତୁମେ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମନ ପରିବର୍ତ୍ତନ କରି ଯେଉଁ ବାପ୍ତିସ୍ମ ନେବାକୁ ଅନୁରୋଧ କରିଥିଲେ” (ଦେଖ: [[rc://*/ta/man/translate/figs-abstractnouns]])
# the one who would come
ଏଠାରେ “ଯେ ଆସିବେ” ଯୀଶୁଙ୍କୁ ବୁଝାଏ I
# come after him
ଏହାର ଅର୍ଥ ସମୟ ଅନୁକ୍ରମେ ବାପ୍ତିଜକ ଯୋହନଙ୍କ ପରେ ଆସିବା ଓ ଶାରୀରିକ ଭାବରେ ତାହାଙ୍କ ପଛରେ ଆସିବା ନୁହଁ I