# the baptism of repentance ଗୁଣବାଚକ ବିଶେଷ୍ୟ “ମନ ପରିବର୍ତ୍ତନ”କୁ ତୁମେ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମନ ପରିବର୍ତ୍ତନ କରି ଯେଉଁ ବାପ୍ତିସ୍ମ ନେବାକୁ ଅନୁରୋଧ କରିଥିଲେ” (ଦେଖ: [[rc://*/ta/man/translate/figs-abstractnouns]]) # the one who would come ଏଠାରେ “ଯେ ଆସିବେ” ଯୀଶୁଙ୍କୁ ବୁଝାଏ I # come after him ଏହାର ଅର୍ଥ ସମୟ ଅନୁକ୍ରମେ ବାପ୍ତିଜକ ଯୋହନଙ୍କ ପରେ ଆସିବା ଓ ଶାରୀରିକ ଭାବରେ ତାହାଙ୍କ ପଛରେ ଆସିବା ନୁହଁ I