or_tn/act/19/03.md

1.2 KiB

General Information:

ଏଠାରେ “ସେମାନେ” ଓ “ତୁମ୍ଭେମାନେ” ଶବ୍ଦଗୁଡ଼ିକ ଏଫିସରେ ଥିବା କେତେକ ନିର୍ଦ୍ଦିଷ୍ଟ ଶିଷ୍ୟମାନଙ୍କୁ ବୁଝାଏ (ପ୍ରେରିତ ୧୯:୧)I “ତାହାଙ୍କୁ” ଶବ୍ଦଟି ଯୋହନଙ୍କୁ ବୁଝାଏ I

Into what then were you baptized?

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କି ପ୍ରକାର ବାପ୍ତିସ୍ମ ଗ୍ରହଣ କରିଥିଲ?” (ଦେଖ: rc://*/ta/man/translate/figs-activepassive)

Into John's baptism

ତୁମେ ଏହାକୁ ଏକ ପୂର୍ଣ୍ଣ ବାକ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଯେଉଁ ବାପ୍ତିସ୍ମ ବିଷୟରେ ଯୋହନ ଶିକ୍ଷା ଦେଇଥିଲେ, ଆମ୍ଭେମାନେ ସେହି ବାପ୍ତିସ୍ମ ଗ୍ରହଣ କରିଅଛୁ” (ଦେଖ: rc://*/ta/man/translate/figs-ellipsis)