or_tn/act/19/03.md

12 lines
1.2 KiB
Markdown

# General Information:
ଏଠାରେ “ସେମାନେ” ଓ “ତୁମ୍ଭେମାନେ” ଶବ୍ଦଗୁଡ଼ିକ ଏଫିସରେ ଥିବା କେତେକ ନିର୍ଦ୍ଦିଷ୍ଟ ଶିଷ୍ୟମାନଙ୍କୁ ବୁଝାଏ ([ପ୍ରେରିତ ୧୯:୧](../19/01.md))I “ତାହାଙ୍କୁ” ଶବ୍ଦଟି ଯୋହନଙ୍କୁ ବୁଝାଏ I
# Into what then were you baptized?
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କି ପ୍ରକାର ବାପ୍ତିସ୍ମ ଗ୍ରହଣ କରିଥିଲ?” (ଦେଖ: [[rc://*/ta/man/translate/figs-activepassive]])
# Into John's baptism
ତୁମେ ଏହାକୁ ଏକ ପୂର୍ଣ୍ଣ ବାକ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଯେଉଁ ବାପ୍ତିସ୍ମ ବିଷୟରେ ଯୋହନ ଶିକ୍ଷା ଦେଇଥିଲେ, ଆମ୍ଭେମାନେ ସେହି ବାପ୍ତିସ୍ମ ଗ୍ରହଣ କରିଅଛୁ” (ଦେଖ: [[rc://*/ta/man/translate/figs-ellipsis]])