or_tn/act/19/01.md

1.3 KiB

General Information:

“ପୂର୍ବ ଅଞ୍ଚଳ” ହେଉଛି ଏସିଆର ଏକ ଅଞ୍ଚଳ ଯାହା ଏଫିସର ଉତ୍ତରକୁ ଥିବା ବର୍ତ୍ତମାନର ଆଧୁନିକ ତୁର୍କୀ ଅଟେ I ଏଫିସ (ଏହା ମଧ୍ୟ ବର୍ତ୍ତମାନ ତୁର୍କୀରେ ଅଛି) କୁ ଆସିବାପାଇଁ ପାଉଲ ନିଶ୍ଚୟ ଏଗୀୟାନ୍ ସମୁଦ୍ରର ଉପର ଭାଗଦେଇ ସ୍ଥଳ ପଥରେ ଯାତ୍ରା କରିଥିବେ ଯାହାକି ସମୁଦ୍ର ଦେଇ ସିଧାସଳଖ କରିନ୍ଥର ପୂର୍ବରେ ଅବସ୍ଥିତ I

Connecting Statement:

ପାଉଲ ଏଫିସକୁ ଯାତ୍ରା କରୁଛନ୍ତି I

It came about that

ଘଟଣା ମଧ୍ୟରେ ଏକ ନୂଆ ଅଂଶର ଆରମ୍ଭକୁ ଚିହ୍ନଟ କରିବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଅଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାକୁ ଚିନ୍ତା କରିପାର I

passed through

ଦେଇ ଯାତ୍ରା କଲେ