# General Information: “ପୂର୍ବ ଅଞ୍ଚଳ” ହେଉଛି ଏସିଆର ଏକ ଅଞ୍ଚଳ ଯାହା ଏଫିସର ଉତ୍ତରକୁ ଥିବା ବର୍ତ୍ତମାନର ଆଧୁନିକ ତୁର୍କୀ ଅଟେ I ଏଫିସ (ଏହା ମଧ୍ୟ ବର୍ତ୍ତମାନ ତୁର୍କୀରେ ଅଛି) କୁ ଆସିବାପାଇଁ ପାଉଲ ନିଶ୍ଚୟ ଏଗୀୟାନ୍ ସମୁଦ୍ରର ଉପର ଭାଗଦେଇ ସ୍ଥଳ ପଥରେ ଯାତ୍ରା କରିଥିବେ ଯାହାକି ସମୁଦ୍ର ଦେଇ ସିଧାସଳଖ କରିନ୍ଥର ପୂର୍ବରେ ଅବସ୍ଥିତ I # Connecting Statement: ପାଉଲ ଏଫିସକୁ ଯାତ୍ରା କରୁଛନ୍ତି I # It came about that ଘଟଣା ମଧ୍ୟରେ ଏକ ନୂଆ ଅଂଶର ଆରମ୍ଭକୁ ଚିହ୍ନଟ କରିବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଅଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିବାକୁ ଚିନ୍ତା କରିପାର I # passed through ଦେଇ ଯାତ୍ରା କଲେ