or_tn/act/17/19.md

1.9 KiB
Raw Permalink Blame History

General Information:

“ତାହାଙ୍କୁ,” “ସେ” ଓ “ତୁମ୍ଭେ” ପାଉଲଙ୍କୁ ବୁଝାଏ (ପ୍ରେରିତ ୧୭:୧୮)Iଏାରେ “ସେମାନେ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ଏପିକୁରୀୟ ଓ ସ୍ତୋୟିକ ଦାର୍ଶନିକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

They took ... brought him

ଏହାର ଅର୍ଥ ନୁହେଁ ଯେ ସେମାନେ ପାଉଲଙ୍କୁ ବନ୍ଦୀ କଲେ I ଦାର୍ଶନିକମାନେ ଆନୁଷ୍ଠାନିକ ଭାବରେ ସେମାନଙ୍କର ନେତାମାନଙ୍କ ସହିତ କଥା କହିବାପାଇଁ ପାଉଲଙ୍କୁ ନିମନ୍ତ୍ରଣ କରିଥିଲେ I

to the Areopagus

ଆରୟପାଗରେ ନେତାମାନେ ଏକତ୍ରିତ ହେଲେ I ବିକଳ୍ପ ଅନୁବାଦ: “ଆରୟପାଗରେ ଏକତ୍ରିତ ହୋଇଥିବା ନେତାମାନଙ୍କୁ” (ଦେଖ: rc://*/ta/man/translate/figs-metonymy)

the Areopagus, saying

ଏଠାରେ ଆରୟପାଗର ନେତାମାନେ କଥା କହୁଛନ୍ତି I ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆରୟପାଗରେ ନେତାମାନେ ପାଉଲଙ୍କୁ କହିଲେ”

Areopagus

ଏହା ଆଥୀନୀରେ ଥିବା ଏକ ପ୍ରସିଦ୍ଧ ପ୍ରସ୍ତରସ୍ତୁପ କିମ୍ବା ପାହାଡ, ଯହିଁ ଉପରେ ଆଥୀନୀର ସର୍ବୋଚ୍ଚ ନ୍ୟାୟାଳୟ ବସୁଥିଲା I (ଦେଖ: rc://*/ta/man/translate/translate-names)