or_tn/act/17/19.md

20 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
“ତାହାଙ୍କୁ,” “ସେ” ଓ “ତୁମ୍ଭେ” ପାଉଲଙ୍କୁ ବୁଝାଏ ([ପ୍ରେରିତ ୧୭:୧୮](../17/18.md))Iଏାରେ “ସେମାନେ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ଏପିକୁରୀୟ ଓ ସ୍ତୋୟିକ ଦାର୍ଶନିକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
# They took ... brought him
ଏହାର ଅର୍ଥ ନୁହେଁ ଯେ ସେମାନେ ପାଉଲଙ୍କୁ ବନ୍ଦୀ କଲେ I ଦାର୍ଶନିକମାନେ ଆନୁଷ୍ଠାନିକ ଭାବରେ ସେମାନଙ୍କର ନେତାମାନଙ୍କ ସହିତ କଥା କହିବାପାଇଁ ପାଉଲଙ୍କୁ ନିମନ୍ତ୍ରଣ କରିଥିଲେ I
# to the Areopagus
ଆରୟପାଗରେ ନେତାମାନେ ଏକତ୍ରିତ ହେଲେ I ବିକଳ୍ପ ଅନୁବାଦ: “ଆରୟପାଗରେ ଏକତ୍ରିତ ହୋଇଥିବା ନେତାମାନଙ୍କୁ” (ଦେଖ: [[rc://*/ta/man/translate/figs-metonymy]])
# the Areopagus, saying
ଏଠାରେ ଆରୟପାଗର ନେତାମାନେ କଥା କହୁଛନ୍ତି I ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆରୟପାଗରେ ନେତାମାନେ ପାଉଲଙ୍କୁ କହିଲେ”
# Areopagus
ଏହା ଆଥୀନୀରେ ଥିବା ଏକ ପ୍ରସିଦ୍ଧ ପ୍ରସ୍ତରସ୍ତୁପ କିମ୍ବା ପାହାଡ, ଯହିଁ ଉପରେ ଆଥୀନୀର ସର୍ବୋଚ୍ଚ ନ୍ୟାୟାଳୟ ବସୁଥିଲା I (ଦେଖ: [[rc://*/ta/man/translate/translate-names]])