or_tn/act/17/18.md

3.2 KiB

General Information:

ଏଠାରେ “ତାହାଙ୍କୁ,” ଓ “ସେ” ଶବ୍ଦଗୁଡ଼ିକ ପାଉଲଙ୍କୁ ବୁଝାଏ I

Epicurean and Stoic philosophers

ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ସବୁ ବିଷୟ ଆକସ୍ମିକଭାବେ ସୃଷ୍ଟି ହୋଇଛି ଓ ଦେବତାମାନେ ତାଙ୍କର ଆମୋଦ ପ୍ରମୋଦରେ ଏତେ ବ୍ୟସ୍ତ ଯେ ସମଗ୍ର ବିଶ୍ବକୁ ପରିଚାଳନା କରିବା ନିମନ୍ତେ ତାଙ୍କର କୌଣସି ଚିନ୍ତା ନାହିଁ I ସେମାନେ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ ଓ କେବଳ ସହଜ ବିଳାସବ୍ୟସନ ଚାହୁଁଥିଲେ I (ଦେଖ: rc://*/ta/man/translate/translate-names)

Stoic philosophers

ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ନିଜକୁ ଭାଗ୍ୟ ଉପରେ ଛାଡ଼ିଦେବା ଦ୍ବାରା ମୁକ୍ତି ମିଳିଥାଏ I ସେମାନେ ଏକ ବ୍ୟକ୍ତିଗତ ପ୍ରେମିକ ଈଶ୍ବରଙ୍କୁ ଓ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ I(ଦେଖ: rc://*/ta/man/translate/translate-names)

encountered him

ତାହାଙ୍କ ଉପରେ ଘଟିଲା

Some said

ଦାର୍ଶନିକମାନଙ୍କ ମଧ୍ୟରୁ କେତେକ କହିଥିଲେ

What is this babbler

ପକ୍ଷୀମାନେ ଖାଦ୍ୟ ଭାବରେ ମଞ୍ଜି ଖୁଣ୍ଟି ଖାଇବା ଭଳି ବିଷୟକୁ ବୁଝାଇବାପାଇଁ “ବାଚାଳ” ଶବ୍ଦ ବ୍ୟବହାର କରାଯାଇଛି I ଏହା ନକରାତ୍ମକ ଭାବରେ ଜଣେ ଲୋକକୁ ବୁଝାଏ, ଯେ କେବଳ ଅଳ୍ପ କିଛି ମାତ୍ର ବିଷୟ ଜାଣିଥାଏ I ଦାର୍ଶନିକମାନେ କହୁଥିଲେ ଯେ ପାଉଲ କେବଳ ଅଳ୍ପ ମାତ୍ର ବିଷୟ ଜାଣିଛି ଯାହା ଶୁଣିବାର ଯୋଗ୍ୟ ନୁହେଁ I ବିକଳ୍ପ ଅନୁବାଦ: “ଏହି ଅଶିକ୍ଷିତ ଲୋକଟା କ’ଣ” (ଦେଖ: rc://*/ta/man/translate/figs-metaphor)

Others said

ଅନ୍ୟ ଦାର୍ଶନିକମାନେ କହିଲେ

He seems to be one who calls people to follow

ସେ ଜଣେ ଘୋଷଣାକାରୀ ଭଳି ଦେଖାଯାଉଛନ୍ତି କିମ୍ବା “ସେ ଲୋକମାନଙ୍କୁ ଆପଣା ଦର୍ଶନତତ୍ତ୍ବରେ ଯୋଡ଼ିବା ନିମନ୍ତେ ଏକ ଲକ୍ଷ୍ୟ ନେଇ ବାହାରିଛନ୍ତି”

strange gods

ଏହା “ଅସଙ୍ଗତ” ମନୋଭାବ ଅନୁସାରେ ନୁହେଁ, ମାତ୍ର “ବିଦେଶୀ” ମନୋଭାବ ଅନୁସାରେ, ତା’ର ଅର୍ଥ, ଗ୍ରୀକ୍ ଓ ରୋମୀୟମାନେ ଯେଉଁ ଦେବତାମାନଙ୍କୁ ଉପାସନା କରନ୍ତି ନାହିଁ କି ଜାଣନ୍ତି ନାହିଁ I