or_tn/act/17/14.md

8 lines
520 B
Markdown

# brothers
ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]])
# to go to the sea
ସମୁଦ୍ରକୂଳ ଆଡକୁ ଯିବା I ଏଠାରୁ ପାଉଲ ସମ୍ଭବତଃ ଅନ୍ୟ ଏକ ନଗରକୁ ଯାତ୍ରା କରିବେ I