or_tn/act/17/14.md

520 B

brothers

ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-gendernotations)

to go to the sea

ସମୁଦ୍ରକୂଳ ଆଡକୁ ଯିବା I ଏଠାରୁ ପାଉଲ ସମ୍ଭବତଃ ଅନ୍ୟ ଏକ ନଗରକୁ ଯାତ୍ରା କରିବେ I