# brothers ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]]) # to go to the sea ସମୁଦ୍ରକୂଳ ଆଡକୁ ଯିବା I ଏଠାରୁ ପାଉଲ ସମ୍ଭବତଃ ଅନ୍ୟ ଏକ ନଗରକୁ ଯାତ୍ରା କରିବେ I