or_tn/act/16/40.md

1.1 KiB

General Information:

ଏଠାରେ ‘ସେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I

ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ସମୟର ଶେଷ ଅଟେ I (ଦେଖ: rc://*/ta/man/translate/writing-endofstory)

came to the house

ଏଠାରେ “ଆସିଲେ” ଶବ୍ଦଟି “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: rc://*/ta/man/translate/figs-go)

the house of Lydia

ଲୂଦିଆଙ୍କ ଗୃହ

saw the brothers

ଏଠାରେ “ଭାଇମାନେ” ଶବ୍ଦ ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ସାକ୍ଷାତ୍ କଲେ” (ଦେଖ: rc://*/ta/man/translate/figs-gendernotations)