or_tn/act/16/40.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ‘ସେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I
#
ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ସମୟର ଶେଷ ଅଟେ I (ଦେଖ: [[rc://*/ta/man/translate/writing-endofstory]])
# came to the house
ଏଠାରେ “ଆସିଲେ” ଶବ୍ଦଟି “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: [[rc://*/ta/man/translate/figs-go]])
# the house of Lydia
ଲୂଦିଆଙ୍କ ଗୃହ
# saw the brothers
ଏଠାରେ “ଭାଇମାନେ” ଶବ୍ଦ ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ସାକ୍ଷାତ୍ କଲେ” (ଦେଖ: [[rc://*/ta/man/translate/figs-gendernotations]])