# General Information: ଏଠାରେ ‘ସେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦ ଫିଲିପ୍ପୀର ବିଶ୍ବାସୀମାନଙ୍କୁ ବୁଝାଏ I # ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ସମୟର ଶେଷ ଅଟେ I (ଦେଖ: [[rc://*/ta/man/translate/writing-endofstory]]) # came to the house ଏଠାରେ “ଆସିଲେ” ଶବ୍ଦଟି “ଗଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: [[rc://*/ta/man/translate/figs-go]]) # the house of Lydia ଲୂଦିଆଙ୍କ ଗୃହ # saw the brothers ଏଠାରେ “ଭାଇମାନେ” ଶବ୍ଦ ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ସାକ୍ଷାତ୍ କଲେ” (ଦେଖ: [[rc://*/ta/man/translate/figs-gendernotations]])