or_tn/act/16/35.md

1.6 KiB

General Information:

ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ବିବରଣୀର ଶେଷ ଘଟଣା (ପ୍ରେରିତ ୧୬:୧୨)I

Now

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବିବରଣୀର ଶେଷ ଘଟଣା କହୁଛନ୍ତି ଯାହା ପ୍ରେରିତ ୧୬:୧୬ରେ ଆରମ୍ଭ ହୋଇଥିଲା I

sent word to the guards

ଏଠାରେ “ବାକ୍ୟ” ଶବ୍ଦଟି “ସମ୍ବାଦ” କିମ୍ବା “ଆଦେଶ”କୁ ବୁଝାଏ I ବିକଳ୍ପ ଅନୁବାଦ: “ପଦାତିକମାନଙ୍କୁ ଗୋଟିଏ ସମ୍ବାଦ ପଠାଇଲେ” କିମ୍ବା “ପଦାତିକମାନଙ୍କ ନିକଟକୁ ଗୋଟିଏ ଆଦେଶ ପଠାଇଲେ” (ଦେଖ: rc://*/ta/man/translate/figs-metonymy)

sent word

ଏଠାରେ “ପଠାଇଲେ”ର ଅର୍ଥ ହେଉଛି ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ସେମାନଙ୍କର କିଛି ସମ୍ବାଦ କହିବାପାଇଁ ଜଣେ କାହାକୁ କହିଲେ I

Let those men go

ସେହି ଲୋକମାନଙ୍କୁ ଛାଡ଼ିଦିଅ କିମ୍ବା “ସେହି ଲୋକମାନଙ୍କୁ ଚାଲିଯିବାପାଇଁ ଅନୁମତି ଦେଇଦିଅ”