or_tn/act/16/12.md

641 B

a Roman colony

ଏହା ଇଟାଲୀ ବାହାରେ ଥିବା ଏକ ନଗର ଯେଉଁଠାରେ ରୋମ୍ ରୁ ଆସିଥିବା ଅନେକ ଲୋକ ବାସ କରୁଥିଲେ I ଇଟାଲୀରେ ବାସ କରୁଥିବା ଲୋକମାନଙ୍କ ଭଳି ସେମାନଙ୍କର ଅଧିକାର ଓ ସ୍ବାଧୀନତା ଥିଲା I ସେମାନେ ଆପଣା ଆପଣାର ଶାସନ ନିଜେ କରୁଥିଲେ ଓ ସେମାନଙ୍କୁ କର ଦେବାକୁ ପଡୁ ନ ଥିଲା I (ଦେଖ: rc://*/ta/man/translate/figs-explicit)