# General Information: ଏହା ଫିଲିପ୍ପୀରେ ପାଉଲ ଓ ଶୀଲାଙ୍କ ବିବରଣୀର ଶେଷ ଘଟଣା ([ପ୍ରେରିତ ୧୬:୧୨](../16/12.md))I # Now ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବିବରଣୀର ଶେଷ ଘଟଣା କହୁଛନ୍ତି ଯାହା [ପ୍ରେରିତ ୧୬:୧୬](../16/16.md)ରେ ଆରମ୍ଭ ହୋଇଥିଲା I # sent word to the guards ଏଠାରେ “ବାକ୍ୟ” ଶବ୍ଦଟି “ସମ୍ବାଦ” କିମ୍ବା “ଆଦେଶ”କୁ ବୁଝାଏ I ବିକଳ୍ପ ଅନୁବାଦ: “ପଦାତିକମାନଙ୍କୁ ଗୋଟିଏ ସମ୍ବାଦ ପଠାଇଲେ” କିମ୍ବା “ପଦାତିକମାନଙ୍କ ନିକଟକୁ ଗୋଟିଏ ଆଦେଶ ପଠାଇଲେ” (ଦେଖ: [[rc://*/ta/man/translate/figs-metonymy]]) # sent word ଏଠାରେ “ପଠାଇଲେ”ର ଅର୍ଥ ହେଉଛି ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ସେମାନଙ୍କର କିଛି ସମ୍ବାଦ କହିବାପାଇଁ ଜଣେ କାହାକୁ କହିଲେ I # Let those men go ସେହି ଲୋକମାନଙ୍କୁ ଛାଡ଼ିଦିଅ କିମ୍ବା “ସେହି ଲୋକମାନଙ୍କୁ ଚାଲିଯିବାପାଇଁ ଅନୁମତି ଦେଇଦିଅ”