or_tn/act/16/14.md

2.6 KiB

Connecting Statement:

ଏହା ଲୂଦିଆର ବିବରଣ ଶେଷ କରେ I

A certain woman named Lydia

ଏଠାରେ “ଜଣେ ମହିଳା” ଶବ୍ଦ ଘଟଣା ମଧ୍ୟରେ ଜଣେ ମହିଳାଙ୍କୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “ଲୂଦିଆ ନାମ୍ନୀ ଜଣେ ମହିଳା ଥିଲେ” (ଦେଖ: rc://*/ta/man/translate/writing-participants)

a seller of purple

ଏଠାରେ “ବସ୍ତ୍ର” ବୁଝିହେଉଛି I ବିକଳ୍ପ ଅନୁବାଦ: “ଜଣେ ବିକ୍ରୟକାରିଣୀ ଯେ ବାଇଗଣିଆ ବସ୍ତ୍ର ବିକ୍ରୀ କରୁଥିଲା” (ଦେଖ: rc://*/ta/man/translate/figs-ellipsis)

Thyatira

ଏହା ଗୋଟିଏ ନଗରର ନାମ I (ଦେଖ: rc://*/ta/man/translate/translate-names)

worshiped God

ଈଶ୍ବର ଭୟକାରୀ ହେଉଛି ଜଣେ ବିଜାତି ଲୋକ ଯେ ଈଶ୍ବରଙ୍କ ପ୍ରଶଂସା କରି ତାହାଙ୍କର ଅନୁଗମନ କରେ, କିନ୍ତୁ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରି ନ ଥାଏ I

The Lord opened her heart to pay attention

ଜଣକୁ ଧ୍ୟାନ ଦେଇ ଗୋଟିଏ ସମ୍ବାଦ ପ୍ରତି ବିଶ୍ବାସ ଜନ୍ମାଇବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଜଣେ ଲୋକର ହୃଦୟକୁ ଖୋଲି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ତାହାଙ୍କୁ ମନଯୋଗୀ ହୋଇ ଶୁଣିବାକୁ ଦେଇ ବିଶ୍ବାସ ଜନ୍ମାଇଲେ” (ଦେଖ: rc://*/ta/man/translate/figs-metaphor)

opened her heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଏ I ପୁଣି ଲେଖକ “ହୃଦୟ” କିମ୍ବା “ମନ” ବିଷୟରେ କହୁଛନ୍ତି ସତେ ଯେପରି ଏହା ଗୋଟିଏ ବାକ୍ସ ଯାହା ଜଣେ ବ୍ୟକ୍ତି ଖୋଲିପାରିବ ଯେପରି କେହି ଏଥିରେ କିଛି ଢାଳିପାରିବ I (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

what was said by Paul

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ପାଉଲ କହିଲେ” (ଦେଖ: rc://*/ta/man/translate/figs-activepassive)