# Connecting Statement: ଏହା ଲୂଦିଆର ବିବରଣ ଶେଷ କରେ I # A certain woman named Lydia ଏଠାରେ “ଜଣେ ମହିଳା” ଶବ୍ଦ ଘଟଣା ମଧ୍ୟରେ ଜଣେ ମହିଳାଙ୍କୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “ଲୂଦିଆ ନାମ୍ନୀ ଜଣେ ମହିଳା ଥିଲେ” (ଦେଖ: [[rc://*/ta/man/translate/writing-participants]]) # a seller of purple ଏଠାରେ “ବସ୍ତ୍ର” ବୁଝିହେଉଛି I ବିକଳ୍ପ ଅନୁବାଦ: “ଜଣେ ବିକ୍ରୟକାରିଣୀ ଯେ ବାଇଗଣିଆ ବସ୍ତ୍ର ବିକ୍ରୀ କରୁଥିଲା” (ଦେଖ: [[rc://*/ta/man/translate/figs-ellipsis]]) # Thyatira ଏହା ଗୋଟିଏ ନଗରର ନାମ I (ଦେଖ: [[rc://*/ta/man/translate/translate-names]]) # worshiped God ଈଶ୍ବର ଭୟକାରୀ ହେଉଛି ଜଣେ ବିଜାତି ଲୋକ ଯେ ଈଶ୍ବରଙ୍କ ପ୍ରଶଂସା କରି ତାହାଙ୍କର ଅନୁଗମନ କରେ, କିନ୍ତୁ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରି ନ ଥାଏ I # The Lord opened her heart to pay attention ଜଣକୁ ଧ୍ୟାନ ଦେଇ ଗୋଟିଏ ସମ୍ବାଦ ପ୍ରତି ବିଶ୍ବାସ ଜନ୍ମାଇବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଜଣେ ଲୋକର ହୃଦୟକୁ ଖୋଲି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ତାହାଙ୍କୁ ମନଯୋଗୀ ହୋଇ ଶୁଣିବାକୁ ଦେଇ ବିଶ୍ବାସ ଜନ୍ମାଇଲେ” (ଦେଖ: [[rc://*/ta/man/translate/figs-metaphor]]) # opened her heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଏ I ପୁଣି ଲେଖକ “ହୃଦୟ” କିମ୍ବା “ମନ” ବିଷୟରେ କହୁଛନ୍ତି ସତେ ଯେପରି ଏହା ଗୋଟିଏ ବାକ୍ସ ଯାହା ଜଣେ ବ୍ୟକ୍ତି ଖୋଲିପାରିବ ଯେପରି କେହି ଏଥିରେ କିଛି ଢାଳିପାରିବ I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # what was said by Paul ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ପାଉଲ କହିଲେ” (ଦେଖ: [[rc://*/ta/man/translate/figs-activepassive]])