or_tn/act/16/14.md

32 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଲୂଦିଆର ବିବରଣ ଶେଷ କରେ I
# A certain woman named Lydia
ଏଠାରେ “ଜଣେ ମହିଳା” ଶବ୍ଦ ଘଟଣା ମଧ୍ୟରେ ଜଣେ ମହିଳାଙ୍କୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “ଲୂଦିଆ ନାମ୍ନୀ ଜଣେ ମହିଳା ଥିଲେ” (ଦେଖ: [[rc://*/ta/man/translate/writing-participants]])
# a seller of purple
ଏଠାରେ “ବସ୍ତ୍ର” ବୁଝିହେଉଛି I ବିକଳ୍ପ ଅନୁବାଦ: “ଜଣେ ବିକ୍ରୟକାରିଣୀ ଯେ ବାଇଗଣିଆ ବସ୍ତ୍ର ବିକ୍ରୀ କରୁଥିଲା” (ଦେଖ: [[rc://*/ta/man/translate/figs-ellipsis]])
# Thyatira
ଏହା ଗୋଟିଏ ନଗରର ନାମ I (ଦେଖ: [[rc://*/ta/man/translate/translate-names]])
# worshiped God
ଈଶ୍ବର ଭୟକାରୀ ହେଉଛି ଜଣେ ବିଜାତି ଲୋକ ଯେ ଈଶ୍ବରଙ୍କ ପ୍ରଶଂସା କରି ତାହାଙ୍କର ଅନୁଗମନ କରେ, କିନ୍ତୁ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରି ନ ଥାଏ I
# The Lord opened her heart to pay attention
ଜଣକୁ ଧ୍ୟାନ ଦେଇ ଗୋଟିଏ ସମ୍ବାଦ ପ୍ରତି ବିଶ୍ବାସ ଜନ୍ମାଇବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଜଣେ ଲୋକର ହୃଦୟକୁ ଖୋଲି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ତାହାଙ୍କୁ ମନଯୋଗୀ ହୋଇ ଶୁଣିବାକୁ ଦେଇ ବିଶ୍ବାସ ଜନ୍ମାଇଲେ” (ଦେଖ: [[rc://*/ta/man/translate/figs-metaphor]])
# opened her heart
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଏ I ପୁଣି ଲେଖକ “ହୃଦୟ” କିମ୍ବା “ମନ” ବିଷୟରେ କହୁଛନ୍ତି ସତେ ଯେପରି ଏହା ଗୋଟିଏ ବାକ୍ସ ଯାହା ଜଣେ ବ୍ୟକ୍ତି ଖୋଲିପାରିବ ଯେପରି କେହି ଏଥିରେ କିଛି ଢାଳିପାରିବ I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
# what was said by Paul
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ପାଉଲ କହିଲେ” (ଦେଖ: [[rc://*/ta/man/translate/figs-activepassive]])