or_tn/act/16/02.md

835 B

He was well spoken of by the brothers

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ତାହାଙ୍କର ସୁଖ୍ୟାତି କରୁଥିଲେ” କିମ୍ବା “ଭାଇମାନଙ୍କ ମଧ୍ୟରେ ତୀମଥିଙ୍କର ସୁଖ୍ୟାତି ଥିଲା” କିଅବା “ଭାଇମାନେ ତାହାଙ୍କ ବିଷୟରେ ଭଲ କଥା କହୁଥିଲେ” (ଦେଖ: rc://*/ta/man/translate/figs-activepassive)

by the brothers

ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କ ଦ୍ବାରା”