or_tn/act/16/02.md

8 lines
835 B
Markdown
Raw Permalink Normal View History

2020-11-19 00:15:53 +00:00
# He was well spoken of by the brothers
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ତାହାଙ୍କର ସୁଖ୍ୟାତି କରୁଥିଲେ” କିମ୍ବା “ଭାଇମାନଙ୍କ ମଧ୍ୟରେ ତୀମଥିଙ୍କର ସୁଖ୍ୟାତି ଥିଲା” କିଅବା “ଭାଇମାନେ ତାହାଙ୍କ ବିଷୟରେ ଭଲ କଥା କହୁଥିଲେ” (ଦେଖ: [[rc://*/ta/man/translate/figs-activepassive]])
# by the brothers
ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କ ଦ୍ବାରା”