# He was well spoken of by the brothers ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ତାହାଙ୍କର ସୁଖ୍ୟାତି କରୁଥିଲେ” କିମ୍ବା “ଭାଇମାନଙ୍କ ମଧ୍ୟରେ ତୀମଥିଙ୍କର ସୁଖ୍ୟାତି ଥିଲା” କିଅବା “ଭାଇମାନେ ତାହାଙ୍କ ବିଷୟରେ ଭଲ କଥା କହୁଥିଲେ” (ଦେଖ: [[rc://*/ta/man/translate/figs-activepassive]]) # by the brothers ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କ ଦ୍ବାରା”