24 lines
1.8 KiB
Markdown
24 lines
1.8 KiB
Markdown
# General Information:
|
||
|
||
“ତାହାଙ୍କୁ” ଶବ୍ଦର ପ୍ରଥମ, ତୃତୀୟ ଓ ଚତୁର୍ଥ ବ୍ୟବହାର ତୀମଥିଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I
|
||
|
||
#
|
||
|
||
ଏହା ଶୀଲାଙ୍କ ସହିତ ପାଉଲଙ୍କର ପ୍ରଚାର ଯାତ୍ରା ଜାରି ରଖୁଛି I ଘଟଣା ମଧ୍ୟକୁ ତୀମଥିଙ୍କର ପରିଚୟ କରାଯାଉଛି ଏବଂ ସେ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଉଛନ୍ତି I ୧ ଓ ୨ ପଦ ତୀମଥିଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଅନ୍ତି I (ଦେଖ: [[rc://*/ta/man/translate/writing-background]])
|
||
|
||
# Paul also came
|
||
|
||
ଏଠାରେ “ଆସିଲେ” କୁ “ଗଲେ” ବୋଲି ଅନୁବାଦ କରାଯାଇପାରିବ I (ଦେଖ: [[rc://*/ta/man/translate/figs-go]])
|
||
|
||
# Derbe
|
||
|
||
ଏହା ଏସିଆ ମାଇନରର ଗୋଟିଏ ନଗରର ନାମ I ତୁମେ ଏହାକୁ [ପ୍ରେରିତ ୧୪:୬](../14/06.md)ରେ କିପରି ଅନୁବାଦ କଲ ତାହା ଦେଖ I
|
||
|
||
# behold
|
||
|
||
ବିବରଣୀରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ଏକ ନୂଆ ବ୍ୟକ୍ତିଙ୍କ ଆଡ଼କୁ ନେଇ ଯାଉଛି I ତୁମ ଭାଷାରେ ଏପରି କରିବାକୁ ହୁଏତ ଏକ ଶୈଳୀ ଥାଇପାରେ I
|
||
|
||
# who believed
|
||
|
||
“ଖ୍ରୀଷ୍ଟଙ୍କଠାରେ” ଶବ୍ଦଟି ବୁଝିହୁଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-ellipsis]])
|