or_tn/act/16/01.md

1.8 KiB
Raw Permalink Blame History

General Information:

“ତାହାଙ୍କୁ” ଶବ୍ଦର ପ୍ରଥମ, ତୃତୀୟ ଓ ଚତୁର୍ଥ ବ୍ୟବହାର ତୀମଥିଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I

ଏହା ଶୀଲାଙ୍କ ସହିତ ପାଉଲଙ୍କର ପ୍ରଚାର ଯାତ୍ରା ଜାରି ରଖୁଛି I ଘଟଣା ମଧ୍ୟକୁ ତୀମଥିଙ୍କର ପରିଚୟ କରାଯାଉଛି ଏବଂ ସେ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଉଛନ୍ତି I ୧ ଓ ପଦ ତୀମଥିଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଅନ୍ତି I (ଦେଖ: rc://*/ta/man/translate/writing-background)

Paul also came

ଏଠାରେ “ଆସିଲେ” କୁ “ଗଲେ” ବୋଲି ଅନୁବାଦ କରାଯାଇପାରିବ I (ଦେଖ: rc://*/ta/man/translate/figs-go)

Derbe

ଏହା ଏସିଆ ମାଇନରର ଗୋଟିଏ ନଗରର ନାମ I ତୁମେ ଏହାକୁ ପ୍ରେରିତ ୧୪:୬ରେ କିପରି ଅନୁବାଦ କଲ ତାହା ଦେଖ I

behold

ବିବରଣୀରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ଏକ ନୂଆ ବ୍ୟକ୍ତିଙ୍କ ଆଡ଼କୁ ନେଇ ଯାଉଛି I ତୁମ ଭାଷାରେ ଏପରି କରିବାକୁ ହୁଏତ ଏକ ଶୈଳୀ ଥାଇପାରେ I

who believed

“ଖ୍ରୀଷ୍ଟଙ୍କଠାରେ” ଶବ୍ଦଟି ବୁଝିହୁଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-ellipsis)