or_tn/act/16/01.md

24 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ତାହାଙ୍କୁ” ଶବ୍ଦର ପ୍ରଥମ, ତୃତୀୟ ଓ ଚତୁର୍ଥ ବ୍ୟବହାର ତୀମଥିଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I
#
ଏହା ଶୀଲାଙ୍କ ସହିତ ପାଉଲଙ୍କର ପ୍ରଚାର ଯାତ୍ରା ଜାରି ରଖୁଛି I ଘଟଣା ମଧ୍ୟକୁ ତୀମଥିଙ୍କର ପରିଚୟ କରାଯାଉଛି ଏବଂ ସେ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଉଛନ୍ତି I ୧ ଓ ପଦ ତୀମଥିଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଅନ୍ତି I (ଦେଖ: [[rc://*/ta/man/translate/writing-background]])
# Paul also came
ଏଠାରେ “ଆସିଲେ” କୁ “ଗଲେ” ବୋଲି ଅନୁବାଦ କରାଯାଇପାରିବ I (ଦେଖ: [[rc://*/ta/man/translate/figs-go]])
# Derbe
ଏହା ଏସିଆ ମାଇନରର ଗୋଟିଏ ନଗରର ନାମ I ତୁମେ ଏହାକୁ [ପ୍ରେରିତ ୧୪:୬](../14/06.md)ରେ କିପରି ଅନୁବାଦ କଲ ତାହା ଦେଖ I
# behold
ବିବରଣୀରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ଏକ ନୂଆ ବ୍ୟକ୍ତିଙ୍କ ଆଡ଼କୁ ନେଇ ଯାଉଛି I ତୁମ ଭାଷାରେ ଏପରି କରିବାକୁ ହୁଏତ ଏକ ଶୈଳୀ ଥାଇପାରେ I
# who believed
“ଖ୍ରୀଷ୍ଟଙ୍କଠାରେ” ଶବ୍ଦଟି ବୁଝିହୁଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-ellipsis]])