or_tn/act/15/38.md

994 B
Raw Permalink Blame History

Paul thought it was not good to take Mark

“ଉତ୍ତମ ନୁହଁ” ଶବ୍ଦଟି “ଉତ୍ତମ”ର ବିପରୀତ ବିଷୟ କହିବାକୁ ବ୍ୟବହାର କରାଯାଏ I ବିକଳ୍ପ ଅନୁବାଦ: “ପାଉଲ ଭାବିଲେ ଯେ ମାର୍କଙ୍କୁ ନେବା ମନ୍ଦ ହୋଇପାରେ” (ଦେଖ: rc://*/ta/man/translate/figs-litotes)

Pamphylia

ଏହା ଏସିଆ ମାଇନରର ଏକ ପ୍ରଦେଶ ଥିଲା I ତୁମେ ଏହାକୁ ପ୍ରେରିତ :୧୦ରେ କିପରି ଅନୁବାଦ କଲ ତାହା ଦେଖ I

did not go further with them in the work

ସେହି ସମୟରେ ସେମାନଙ୍କ ସହିତ କାର୍ଯ୍ୟରେ ଲାଗି ରହିଲେ ନାହିଁ କିମ୍ବା “ସେମାନଙ୍କ ସହିତ ସେବାରେ ଲାଗି ରହିଲେ ନାହିଁ”